ଅର୍ଥ : କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
ଉଦାହରଣ :
ସମାଜବାଦୀ କାର୍ଯ୍ୟକର୍ତ୍ତା ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ
ସମକକ୍ଷ : ସ୍ଳୋଗାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
ଉଦାହରଣ :
ନିଜ ଦାବି ପୂରଣ ନହେବା କାରଣରୁ ଶ୍ରମିକ ନେତାମାନେ ହରତାଳ କରିବାକୁ ଘୋଷଣାକଲେ
ଅନ୍ୟ ଭାଷାରେ ଅନୁବାଦ :
A formal public statement.
The government made an announcement about changes in the drug war.ଅର୍ଥ : ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
ଉଦାହରଣ :
ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବାପାଇଁ ଘୋଷଣା କଲେ
ଅନ୍ୟ ଭାଷାରେ ଅନୁବାଦ :
A formal public statement.
The government made an announcement about changes in the drug war.