ଅର୍ଥ : ଯାହା ଘୃଣା କରିବା ଯୋଗ୍ୟ
ଉଦାହରଣ :
ଭୃଣହତ୍ୟା ଏକ ଘୃଣିତ ଅପରାଧ
ସମକକ୍ଷ : କୁତ୍ସିତ, ଘୃଣାସ୍ପଦ, ଘୃଣିତ, ଜଘନ୍ୟ, ବୀଭତ୍ସ
ଅନ୍ୟ ଭାଷାରେ ଅନୁବାଦ :
Offensive to the mind.
An abhorrent deed.ଅର୍ଥ : ଅସହିଷ୍ଣୁତା ବା ଘୃଣାରେ ଉତ୍ପନ୍ନ
ଉଦାହରଣ :
ଘୃଣ୍ୟ କାର୍ଯ୍ୟ ହାନିକାରକ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :