ଅର୍ଥ : ଏହି ସ୍ଥାନ ବା ଭୂମି ଯାହା ଘର ପଛରେ ଥାଏ
ଉଦାହରଣ :
ମୋ ଘରପଛରେ ସୁନ୍ଦର ଫୁଲ ବଗିଚା ଅଛି
ସମକକ୍ଷ :
ଘରପଛ, ଘରପଛପଟ, ବାରିପଛ, ବାରିପଛଆଡ଼, ବାରିପଛପଟ
ଅନ୍ୟ ଭାଷାରେ ଅନୁବାଦ :
वह स्थान या भूमि जो घर के पीछे हो।
मेरे घर के पिछवाड़े में एक सुंदर फुलवारी है।
पछीत,
पिछवाड़ा,
पिछवारा
The grounds in back of a house.
backyard