ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଁରେ ବାସ କରୁଥିବା ବ୍ୟକ୍ତି
ଉଦାହରଣ : ଗ୍ରାମବାସୀମାନେ ସାଧୁଙ୍କର ଖୁବ ସତ୍କାର କଲେ
ସମକକ୍ଷ : ଗାଉଁଲୀ, ଗ୍ରାମୀଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो गाँव में या ग्रामीण क्षेत्रों में निवास करता हो या गाँव का रहने वाला व्यक्ति।
One who has lived in a village most of their life.
ଅର୍ଥ : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
ଉଦାହରଣ : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
ସମକକ୍ଷ : ଗାଁଉଲି, ଗାଁଉଲିଆ, ଗ୍ରାମୀଣ, ଗ୍ରାମ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
गाँव या ग्रामीण क्षेत्र में रहनेवाला।
ସଂସ୍ଥାପନ କରନ୍ତୁ