ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
ଉଦାହରଣ : ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
ସମକକ୍ଷ : ଗମ୍ଭୀର, ଗହନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
गहरा होने का गुण या भाव।
The central and most intense or profound part.
ଅର୍ଥ : ଗଭୀରତାରେ
ଉଦାହରଣ : ସେ ପୋଖରୀର ଗଣ୍ଡକୁ ଚାଲିଗଲା
ସମକକ୍ଷ : ଗଣ୍ଡ
ଅନ୍ୟ ଭାଷାରେ ଅନୁବାଦ :हिन्दी
सतह से काफ़ी नीचे।
ଅର୍ଥ : ବହୁତ ଭଲ ଭାବରେ
ଉଦାହରଣ : ସେ ଗାଢ଼ ନିଦରେ ଶୋଇଛି
ସମକକ୍ଷ : ଗାଢ଼
बहुत अच्छी तरह का।
(of sleep) deep and complete.
ଅର୍ଥ : ଯାହାର ବିସ୍ତାର ତଳ ଆଡ଼କୁ ଅଧିକ
ଉଦାହରଣ : ସେ ଗଭୀର ପୋଖରୀରେ ବୁଡ଼ିଗଲା
ସମକକ୍ଷ : ଅତଳ
जिसका विस्तार नीचे की ओर अधिक हो।
ସଂସ୍ଥାପନ କରନ୍ତୁ