ଅର୍ଥ : ଖୋଲିବାର ପ୍ରକ୍ରିୟା
ଉଦାହରଣ :
ଏହି ମହଲର ଦରୱାଜା ଖୋଲିବା ସହଜ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଂପ୍ୟୁଟରରେ କୌଣସି ଫାଇଲ ଆଦି ଖୋଲିବା
ଉଦାହରଣ :
ଆପଣ ପ୍ରଥମେ ଗୋଟିଏ ଫାଇଲ୍ ଖୋଲନ୍ତୁ
ସମକକ୍ଷ : ଆରମ୍ଭ କରିବା, ଓପନ କରିବା
ଅନ୍ୟ ଭାଷାରେ ଅନୁବାଦ :
Display the contents of a file or start an application as on a computer.
openଅର୍ଥ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ଉଦାହରଣ :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
ସମକକ୍ଷ : ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।ଅର୍ଥ : ପ୍ରଚଳିତ ହେବା ବା କାମରେ ଆସି ଲାଗିବା
ଉଦାହରଣ :
ନୂଆ ରାଜପଥ ଏବେ ସାଧାରଣ ଲୋକଙ୍କ ପାଇଁ ବି ଖୋଲିଗଲାଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
ଉଦାହରଣ :
ମାଛ ଜାଲରୁ ଖୋଲିଗଲା
ସମକକ୍ଷ : ଅନ୍ମୁକ୍ତ ହେବା, ଆଜାଦ ହେବା, ବନ୍ଧନ ମୁକ୍ତ ହେବା, ମୁକ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी बँधी या फँसी हुई वस्तु का अलग होना।
मछली जाल से छूट गई।ଅର୍ଥ : ପିନ୍ଧା ବସ୍ତୁକୁ ଖୋଲିବା
ଉଦାହରଣ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ସମକକ୍ଷ : ଉତାରିବା, ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
ଉଦାହରଣ :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
ସମକକ୍ଷ : ଅଲଗା କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା
ଉଦାହରଣ :
ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ
ସମକକ୍ଷ : ଉନ୍ମୋଚିତ କରିବା, ପର୍ଦାଫାଶ କରିବା, ପ୍ରକାଶ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी की गुप्त या गूढ़ बात प्रकट या स्पष्ट करना।
उसने अपने प्रेम विवाह का राज खोला।ଅର୍ଥ : ନୂଆ ପ୍ରକାରେ ଆରମ୍ଭ କରିବା
ଉଦାହରଣ :
ପଡ଼ୋଶୀ ଆଉ ଗୋଟିଏ ବାସନର ଦୋକାନ ଖୋଲିଲେ
ସମକକ୍ଷ : ଆରମ୍ଭ କରିବା
ଅନ୍ୟ ଭାଷାରେ ଅନୁବାଦ :
नए सिरे से आरम्भ करना।
पड़ोसी ने बरतन की एक और दुकान खोली।ଅର୍ଥ : ବ୍ୟାଙ୍କ ଆଦିରେ ଖାତା ଆରମ୍ଭ କରିବା
ଉଦାହରଣ :
ଏଠିକାର ସମସ୍ତ କର୍ମଚାରୀ କାନାଡ଼ା ବ୍ୟାଙ୍କରେ ଖାତା ଖୋଲିଛନ୍ତି
ଅର୍ଥ : କୌଣସି ଉପକରଣର ମରାମତି ଆଦି ନିମନ୍ତେ ଅଂଶଗୁଡ଼ିକୁ ଅଲଗା କରିବା
ଉଦାହରଣ :
ଘଡି ସଜାଡ଼ିବାବାଲା ଘଡ଼ିରେ ବେଟେରି ପକାଇବା ପାଇଁ ତାକୁ ଖୋଲିଲେ
ଅନ୍ୟ ଭାଷାରେ ଅନୁବାଦ :
किसी उपकरण का मरम्मत आदि के लिए उसके पुरज़े अलग करना।
घड़ीसाज ने घड़ी में बैटरी डालने के लिए उसे खोला।