ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୋଝ ଲଦି ଗାଡ଼ି ଆଦିର ଏକାଥରକେ ଯାତ୍ରା
ଉଦାହରଣ : କୃଷକ ବଳଦଗାଡ଼ିରେ ଦୁଇ ଖେପରେ ଖଳାକୁ ଶସ୍ୟ ବୋହିଲା
ସମକକ୍ଷ : ଥର, ଦଫା
ଅନ୍ୟ ଭାଷାରେ ଅନୁବାଦ :हिन्दी
बोझ लदी गाड़ी आदि की एक बार की यात्रा।
ଅର୍ଥ : ଯେତେ ପରିମାଣର ବସ୍ତୁ ଏକାଥରକେ ଲଦି ବୋହି ନେଇହୁଏ
ଉଦାହରଣ : ଗୋବର ଖତ ଆଉ ଚାରି ଖେପ ଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
उतनी वस्तु जो एक बार में लादकर ढोई जा सके।
Goods carried on a ship, aircraft, or motor vehicle.
ସଂସ୍ଥାପନ କରନ୍ତୁ