ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାତା ଖୋଲିବା ବାଲା ବ୍ୟକ୍ତି
ଉଦାହରଣ : ଖାତାଦାରର ଖାତାରେ ଅତି କମରେ ଏକ ହଜାର ଟଙ୍କା ଅବଶ୍ୟ ରହିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :हिन्दी
खाता खोलने वाला व्यक्ति।
ଅର୍ଥ : ଯେ ଆୟବ୍ୟୟର ହିସାବ ରଖନ୍ତି
ଉଦାହରଣ : ଲାଲା ଧନପତରାୟଙ୍କ ଗୁମାସ୍ତା ବହୁତ ସଚ୍ଚୋଟ
ସମକକ୍ଷ : ଗୁମାସ୍ତା, ମୁନସୀ, ମୋହରୀର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो आय-व्यय का हिसाब रखता है।
Someone who records the transactions of a business.
ଅର୍ଥ : ଯାହାର ଖାତା ଅଛି
ଉଦାହରଣ : ବ୍ୟାଙ୍କର ସବୁ ଖାତାଦାରମାନଙ୍କପାଇଁ ଏ ଟି ମ ର ସୁବିଧା ଉପଲବ୍ଧ ଅଛି
जिसका खाता हो।
ସଂସ୍ଥାପନ କରନ୍ତୁ