ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ
ଉଦାହରଣ :
କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି
ସମକକ୍ଷ :
ଖାଲ, ଗର୍ତ୍ତ, ଗାତ, ଗାଡ଼
ଅନ୍ୟ ଭାଷାରେ ଅନୁବାଦ :
वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।
कच्ची सड़क पर जगह-जगह भँगारे हैं।
खादर,
चौर,
भँगार,
भंगार
A concavity in a surface (especially an anatomical depression).
fossa,
pit