ଅର୍ଥ : ଶରତ ଓ ଶୀତଦିନେ ଦେଖା ଯାଉଥିବା ଏକ ପକ୍ଷୀ
ଉଦାହରଣ :
ଏକ ଲୋକକଥା ଅନୁସାରେ ନାଗଫଣା ଉପରେ ବସିଥିବା ଖଞ୍ଜନ ଦେଖିଲେ ଶୁଭ ହୋଇଥାଏ
ସମକକ୍ଷ : କଜଳ ପାତିଆ ପକ୍ଷୀ, କାଳକଣ୍ଠ
ଅନ୍ୟ ଭାଷାରେ ଅନୁବାଦ :
Old World bird having a very long tail that jerks up and down as it walks.
wagtailଅର୍ଥ : ଖଞ୍ଜନ ପକ୍ଷୀ ରଙ୍ଗର ଘୋଡ଼ା
ଉଦାହରଣ :
ଶତ୍ରୁପକ୍ଷର ଅଧିକାଂଶ ସୈନିକ ଖଞ୍ଜନ ଉପରେ ସବାର ହୋଇଥିଲେ
ଅନ୍ୟ ଭାଷାରେ ଅନୁବାଦ :