ଅର୍ଥ : ପିଣ୍ଡଖଜୁର ଫଳ ଯାହା ଶୁଖିଲାଫଳ ମଧ୍ୟରେ ଗଣାଯାଏ
ଉଦାହରଣ :
କକା କାନ୍ଦୁଥିବା ପିଲାକୁ ଖଜୁରୀ ଖାଇବାକୁ ଦେଲେ
ଅନ୍ୟ ଭାଷାରେ ଅନୁବାଦ :
Sweet edible fruit of the date palm with a single long woody seed.
dateଅର୍ଥ : ନେପାଳର ପର୍ବତାଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଛୋଟ ଖଜୁରୀ|
ଉଦାହରଣ :
ଖଜୁରୀ ପତ୍ରଗୁଡିକରେ ମଧ୍ୟ ଚଟାଇ ତିଆରି କରାଯାଏ କିନ୍ତୁ ତାର ଫଳ ଅନୁପଯୋଗୀ ହୋଇଥାଏ
ସମକକ୍ଷ : ଖଜରା
ଅନ୍ୟ ଭାଷାରେ ଅନୁବାଦ :
Tall tropical feather palm tree native to Syria bearing sweet edible fruit.
date palm, phoenix dactylifera