ଅର୍ଥ : ଯେଉଁ ଯାଗାରେ ସରକାରଙ୍କ ତରଫରୁ ନ୍ୟାୟାଧୀଶଙ୍କଦ୍ୱାରା ମକଦମାର ଶୁଣାଣିକରି ନ୍ୟାୟ ଦିଆଯାଏ
ଉଦାହରଣ :
ନ୍ୟାୟାଳୟରେ ପଣ୍ଡିତମାନଙ୍କୁ ନ୍ୟାୟ ନମିଳିଲେ ଏହା ସଭ୍ୟ ସମାଜପାଇଁ କଳଙ୍କର କଥା
ଅନ୍ୟ ଭାଷାରେ ଅନୁବାଦ :
वह जगह जहाँ सरकार की ओर से न्यायाधीशों के द्वारा मुक़दमों की सुनवाई करके न्याय किया जाता है।
न्यायालय में पीड़ितों को न्याय न मिले तो यह सभ्य समाज के लिए कलंक की बात है।ଅର୍ଥ : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
ଉଦାହରଣ :
ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
ଉଦାହରଣ :
ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନ୍ୟାୟ ଦେଉଥିବା ସଭା
ଉଦାହରଣ :
ନ୍ୟାୟାଳୟ ତାକୁ ଅଭିଯୋଗରୁ ମୁକ୍ତ କରିଦେଲା
ସମକକ୍ଷ : ଅଦାଲତ, କଚେରି, ନ୍ୟାୟସଭା, ନ୍ୟାୟାଳୟ, ବେଂଚ, ବେଞ୍ଚ
ଅନ୍ୟ ଭାଷାରେ ଅନୁବାଦ :
वह सभा जो न्याय करती है।
न्यायालय ने उसे बरी कर दिया है।An assembly (including one or more judges) to conduct judicial business.
court, judicature, tribunal