ଅର୍ଥ : ଚେକ, ସ୍ଲୋବାକିୟା ଆଦି ଦେଶରେ ବ୍ୟବହୃତ ମୁଦ୍ରା
ଉଦାହରଣ :
ଏହି ସପ୍ତାହରେ ଡଲାର ତୁଳନାରେ କୋରୂନା ଦୃଢ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
The basic unit of money in Czech Republic.
korunaଅର୍ଥ : ସ୍ଲୋବାକିଆ ଦେଶରେ ପ୍ରଚଳିତ ମୁଦ୍ରା
ଉଦାହରଣ :
କେତେ କୋରୂନାରେ ଏକ ଡଲାର ହୁଏ?
ସମକକ୍ଷ : ସ୍ଲୋବାକିୟା କୋରୂନା
ଅନ୍ୟ ଭାଷାରେ ଅନୁବାଦ :
The basic unit of money in Slovakia.
koruna