ଅର୍ଥ : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ
ଉଦାହରଣ :
ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ
ସମକକ୍ଷ :
କବନ୍ଧ
ଅନ୍ୟ ଭାଷାରେ ଅନୁବାଦ :
पुराणानुसार एक राक्षस का नाम जो नौ ग्रहों में माना जाता है।
शास्त्रों के अनुसार केतु सूर्य देव पर आक्रमण करता है जिसकी वजह से सूर्यग्रहण लगता है।
कबंध,
कबन्ध,
केतु,
शिखी