ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଧିଆ, ବିଲୁଆଆଦି ଜାତିର ଗୋଟିଏ ପାଳିତ ପଶୁ
ଉଦାହରଣ : ମୁଁ କୁକୁରର ଚିତ୍କାରରେ ଶୋଇପାରିଲି ନାହିଁ
ସମକକ୍ଷ : କୁକୁର, ଶ୍ୱାନ୍
ଅନ୍ୟ ଭାଷାରେ ଅନୁବାଦ :हिन्दी
भेड़िए, गीदड़ आदि की जाति का एक पालतू पशु।
ଅର୍ଥ : ଅଣ୍ଡିରା କୁକୁର
ଉଦାହରଣ : ସେ ଅଣ୍ଡିରା କୁକୁର ନା ମାଈ କୁକୁର ପାଳିଛି
ସମକକ୍ଷ : ଅଣ୍ଡିରା କୁକୁର, କୁକୁର, ଶ୍ୱାନ
नर कुत्ता।
ସଂସ୍ଥାପନ କରନ୍ତୁ