ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନୂଆ ବାହାରିଥିବା କୋମଳ ପତ୍ର
ଉଦାହରଣ : ସେ ଗଛରୁ କଅଁଳ ପତ୍ର ତୋଳୁଛି
ସମକକ୍ଷ : କଅଁଳ ପତର, କଅଁଳ ପତ୍ର, କିଶଳୟ, ନବପତ୍ର, ନବପଲ୍ଲବ, ନୂଆପତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
नया निकला हुआ कोमल पत्ता।
The main organ of photosynthesis and transpiration in higher plants.
ସଂସ୍ଥାପନ କରନ୍ତୁ