ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ହଳଦିଆ ରଙ୍ଗର ଅଠା
ଉଦାହରଣ : ଔଷଧ ରୂପରେ କୁନ୍ଦୁରର ବ୍ୟବହାର ହୋଇଥାଏ
ସମକକ୍ଷ : କୁଂଦୁର, କୁନ୍ଦ, କୁନ୍ଦୁର
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का पीले रंग का गोंद।
ଅର୍ଥ : ଏକ ପର୍ବତ
ଉଦାହରଣ : ସେ କୁନ୍ଦ ଆଡକୁ ବୁଲିବାକୁ ଯାଇଛି
ସମକକ୍ଷ : କୁନ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक पर्वत।
A land mass that projects well above its surroundings. Higher than a hill.
ଅର୍ଥ : କୁବେରଙ୍କ ନବନିଧିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ : ବିଶ୍ୱାସ କରାଯାଏ ଯେ କୁନ୍ଦର ଧନ କେବେ ସମାପ୍ତ ହୁଏ ନାହିଁ
कुबेर की नौ निधियों में से एक।
ଅର୍ଥ : ଯୂଇ ଭଳି ଏକ ଗଛ
ଉଦାହରଣ : ମକରନ୍ଦ ଫୁଲରେ ଲଦି ହୋଇଛି
ସମକକ୍ଷ : କୁନ୍ଦ, ମକରଂଦ, ମକରନ୍ଦ
जूही के समान एक पौधा।
Native to eastern Asia. Widely cultivated for its large pink or white flowers.
ସଂସ୍ଥାପନ କରନ୍ତୁ