ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
ଉଦାହରଣ : ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
ସମକକ୍ଷ : ଢଙ୍ଗ, ପଦ୍ଧତି, ବିଧି, ରୀତି, ଶୈଳୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
काम आदि करने की बँधी हुई शैली।
A way of doing something, especially a systematic way. Implies an orderly logical arrangement (usually in steps).
ସଂସ୍ଥାପନ କରନ୍ତୁ