ଅର୍ଥ : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
ଉଦାହରଣ :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
ସମକକ୍ଷ : କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ବ୍ୟବସାୟ, ରୋଜଗାର
ଅନ୍ୟ ଭାଷାରେ ଅନୁବାଦ :
The principal activity in your life that you do to earn money.
He's not in my line of business.