ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାନ୍ଦିବା କ୍ରିୟା
ଉଦାହରଣ : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ସମକକ୍ଷ : ଅଶ୍ରୁପାତ, କାନ୍ଦ, କ୍ରନ୍ଦନ, ରୋଦନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
रोने की क्रिया।
The process of shedding tears (usually accompanied by sobs or other inarticulate sounds).
ଅର୍ଥ : କାନ୍ଦିବାଦ୍ୱାରା ଉତ୍ପନ୍ନ ହେଉଥିବା ଶବ୍ଦ
ଉଦାହରଣ : ତାର କାନ୍ଦଣା ବହୁଦୂରକୁ ଶୁଣାଯାଉଥିଲା
ସମକକ୍ଷ : କ୍ରନ୍ଦନ, ବିଳାପ, ରୋଦନ
रोने से उत्पन्न शब्द।
A cry of sorrow and grief.
ସଂସ୍ଥାପନ କରନ୍ତୁ