ଅର୍ଥ : ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟ
ଉଦାହରଣ :
ଆଜି କଲେକ୍ଟୋରେଟରେ ବହୁତ ଭିଡ ଥିଲା
ସମକକ୍ଷ : ଜିଲ୍ଲାଧିକାରୀ କାର୍ଯ୍ୟାଳୟ
ଅନ୍ୟ ଭାଷାରେ ଅନୁବାଦ :
Place of business where professional or clerical duties are performed.
He rented an office in the new building.