ଅର୍ଥ : କାହାକୁ ନିଜ ଅଧୀନ କରିବା
ଉଦାହରଣ :
ଇଂରେଜମାନେ ସର୍ବପ୍ରଥମେ ଭାରତର ଛୋଟ ଛୋଟ ରାଜ୍ୟଗୁଡ଼ିକୁ ନିଜର ଅଧୀନ କଲେ
ସମକକ୍ଷ : ଅଧୀନ କରିବା, ବଶକୁ ଆଣିବା
ଅନ୍ୟ ଭାଷାରେ ଅନୁବାଦ :
किसी को अपने वश में करना।
अँग्रेज़ों ने सर्वप्रथम भारत के छोटे-छोटे राज्यों को अपने अधीन किया।ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ଉଦାହରଣ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ସମକକ୍ଷ : ଆସିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ଅନ୍ୟ ଭାଷାରେ ଅନୁବାଦ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।