ଅର୍ଥ : କୌଣସି ବାଦ୍ୟଯନ୍ତ୍ରରେ ଲାଗିଥିବା ଧାତୁର ବହୁତ ପତଳାଚାଦର ଯାହା ବାଦକ ବଜାଇବାକ୍ଷଣି ଜୋରରେ ଥରିଥାଏ ଓ ଏଥିରୁ ଧ୍ବନି ସୃଷ୍ଟି ହୁଏ
ଉଦାହରଣ :
ଅକର୍ଡିୟନରେ କମ୍ପକ ଲାଗିଥାଏ
ଅନ୍ୟ ଭାଷାରେ ଅନୁବାଦ :
A vibrator consisting of a thin strip of stiff material that vibrates to produce a tone when air streams over it.
The clarinetist fitted a new reed onto his mouthpiece.ଅର୍ଥ : ଗୋଟିଏ ଯାନ୍ତ୍ରିକ ଉପକରଣ ଯାହା କମ୍ପନ ଉତ୍ପନ୍ନ କରେ ବା କମ୍ପିତ ହୋଇଥାଏ
ଉଦାହରଣ :
କେତେକ ବାଦ୍ୟଯନ୍ତ୍ରରେ କମ୍ପକ ଲାଗିଥାଏ
ଅନ୍ୟ ଭାଷାରେ ଅନୁବାଦ :