ଅର୍ଥ : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି
ଉଦାହରଣ :
କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any placental mammal of the order Primates. Has good eyesight and flexible hands and feet.
primateଅର୍ଥ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
ଉଦାହରଣ :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
ସମକକ୍ଷ : ନକଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୃକ୍ଷ ଉପରେ ରହୁଥିବା ଏକ ଚଞ୍ଚଳ ସ୍ତନ୍ୟପାୟୀ ଚତୁସ୍ପଦ ପ୍ରାଣୀ
ଉଦାହରଣ :
ଭାରତରେ ବହୁତ ଜାତିର ମାଙ୍କଡ଼ ଦେଖିବାକୁ ମିଳନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any of various long-tailed primates (excluding the prosimians).
monkeyଅର୍ଥ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
ଉଦାହରଣ :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
ସମକକ୍ଷ : ନକଲ
ଅନ୍ୟ ଭାଷାରେ ଅନୁବାଦ :