ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଣ୍ଡର ଉପର ଓ ସାମ୍ନା ଭାଗ
ଉଦାହରଣ : ରାମର କପାଳ ତେଜରେ ଝଲକୁଛି
ସମକକ୍ଷ : ଭାଲ, ମଥା, ଲଲାଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सिर का ऊपरी और सामने वाला भाग।
The part of the face above the eyes.
ଅର୍ଥ : ଯେଉଁ ପାତ୍ରରେ ଯଜ୍ଞର ପୁରୋଡ଼ାଶ ପକାଯାଏ
ଉଦାହରଣ : ପଣ୍ଡିତେ କପାଳରେ ପୁରୋଡ଼ାଶ ପକାଉଛନ୍ତି
वह पात्र जिसमें यज्ञ का पुरोडाश पकाया जाता है।
Cooking utensil consisting of a wide metal vessel.
ଅର୍ଥ : ମୁଣ୍ଡର ହାଡ଼
ଉଦାହରଣ : ବସ୍ ଦୁର୍ଘଟଣାରେ ତାର କପାଳ କ୍ଷତ ବିକ୍ଷତ ହୋଇଗଲା
ସମକକ୍ଷ : କରୋଟ, ଖପୁରି
सिर की हड्डी।
The bony skeleton of the head of vertebrates.
ସଂସ୍ଥାପନ କରନ୍ତୁ