ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଣା   ବିଶେଷ୍ୟ

ଅର୍ଥ : ଛେଦ କରିବା କ୍ରିୟା

ଉଦାହରଣ : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି

ସମକକ୍ଷ : ଛିଦ୍ର, ଛେଦନ, ଫୋଡ଼, ବେଧନ, ରନ୍ଧ୍ର


ଅନ୍ୟ ଭାଷାରେ ଅନୁବାଦ :

छेद करने की क्रिया।

गहने पहनने के लिए औरतें नाक और कान का छेदन करवाती हैं।
अवलुंचन, अवलुञ्चन, छेदन, छेदना, बेधन, विभेदन, वेधन

Something that people do or cause to happen.

act, deed, human action, human activity

ଅର୍ଥ : ଯେଉଁ ଲୋକର ଗୋଟିଏ ଆଖି ଖରାପ

ଉଦାହରଣ : ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

वह आदमी जिसकी एक आँख खराब हो।

दुकान पर दो काने आपस में झगड़ रहे थे।
काना

ଅର୍ଥ : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା

ଉଦାହରଣ : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା

ସମକକ୍ଷ : ଛିଦ୍ର, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର


ଅନ୍ୟ ଭାଷାରେ ଅନୁବାଦ :

किसी चीज़ के बीच में खाली जगह।

साँप ने कमरे में छेद से होकर प्रवेश किया।
अवट, अवारी, उछीर, छिद्र, छेद, मोखा, रंध्र, विद्र, विवर, शिगा, श्वभ्र, सुराख, सूराख

An opening into or through something.

hole

କଣା   ବିଶେଷଣ

ଅର୍ଥ : ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ

ଉଦାହରଣ : ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା

ସମକକ୍ଷ : ଏକଆଖିଆ


ଅନ୍ୟ ଭାଷାରେ ଅନୁବାଦ :

जिसकी एक आँख खराब हो या एक आँख से दिखाई न दे।

चेचक के कारण उसकी एक आँख चली गयी और वह काना हो गया।
असमनेत्र, एकनयन, एकाक्ष, कनेठा, काना

Having or showing only one eye.

One-eyed Jacks are wild.
The three one-eyed Cyclopes of Greek myth.
one-eyed