ଅର୍ଥ : ଏପଟ ସେପଟ
ଉଦାହରଣ :
ସେ ଲୋକମାନଙ୍କୁ ଓଲଟା ପାଲଟା ବୁଝାଇଦେଲା
ସମକକ୍ଷ : ଓଲଟା ପାଲଟା
ଅନ୍ୟ ଭାଷାରେ ଅନୁବାଦ :
इधर का उधर या ग़लत तरीक़े से।
उसने लोगों को उलटा-पुलटा समझा दिया।ଅର୍ଥ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
ଉଦାହରଣ :
ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
ଅନ୍ୟ ଭାଷାରେ ଅନୁବାଦ :
Altogether different in nature or quality or significance.
The medicine's effect was opposite to that intended.ଅର୍ଥ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
ଉଦାହରଣ :
ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
ଅନ୍ୟ ଭାଷାରେ ଅନୁବାଦ :