ଅର୍ଥ : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
ଉଦାହରଣ :
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
ସମକକ୍ଷ : ଦଲାଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ କୌଣସି ବ୍ୟକ୍ତି ବା ସଂସ୍ଥା ତରଫରୁ ତାର ପ୍ରତିନିଧିରୂପେ କୌଣସି କାମ କରିବା ପାଇଁ ସ୍ଥିର ହୋଇଥାଏ
ଉଦାହରଣ :
ଶ୍ୟାମ ଜଣେ ଘରୋଇ ବ୍ୟାଙ୍କରେ ଏଜେଣ୍ଟ
ସମକକ୍ଷ : ଅଭିକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसे किसी अन्य व्यक्ति (स्वामी) या संस्था ने अपनी ओर से तृतीय पक्षों के साथ सौदे या लेनदेन करने के लिए प्राधिकृत कर दिया हो।
रमेश बैङ्क का अभिकर्ता बन गया है।A representative who acts on behalf of other persons or organizations.
agent