ଅର୍ଥ : ଭାଇ-ପୁତୁରାଆଦି ସମସ୍ତେ ମିଶି ଏକାସାଥିରେ ରହୁଥିବା ପରିବାର
ଉଦାହରଣ :
ଯୌଥ ପରିବାରର ଅସ୍ତିତ୍ୱ ଧୀରେଧୀରେ ଶେଷ ହୋଇଯାଉଛି
ସମକକ୍ଷ : ଯୌଥ ପରିବାର
ଅନ୍ୟ ଭାଷାରେ ଅନୁବାଦ :
वह परिवार जिसमें भाई-भतीजे आदि सब मिलकर एक साथ रहते हैं।
संयुक्त परिवार का अस्तित्व धीरे-धीरे समाप्त होता जा रहा है।