ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗାଡ଼ିରେ ଗୋଟିଏ ଚକ ଥାଏ
ଉଦାହରଣ : ଛୋଟ ପିଲାଟି ଏକଚକିଆ ଗାଡ଼ିକୁ ଚଲାଇବାପାଇଁ ଚେଷ୍ଟା କରୁଛି
ସମକକ୍ଷ : ଏକଚକିଆ ଗାଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह गाड़ी जिसमें एक पहिया हो।
ଅର୍ଥ : ଏକ ଚକ ବା ଏକ ଚକ ସହ ସମ୍ବନ୍ଧିତ
ଉଦାହରଣ : ସର୍କସରେ କିଛି କଳାକାର ଏକ ଚକିଆ ଗାଡ଼ି ଚଲାଉଥିଲେ
ସମକକ୍ଷ : ଏକଚକି
एक पहिया का या एक पहिए से संबंधित।
ସଂସ୍ଥାପନ କରନ୍ତୁ