ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲଗ୍ନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲଗ୍ନ କରିବା   କ୍ରିୟାପଦ

ଅର୍ଥ : କପଟ ବା ଆବରଣ ହଟାଇବା

ଉଦାହରଣ : ଚଞ୍ଚଳା କଚେରୀରେ ତା ଶଶୁରଘର ଲୋକଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କଲା

ସମକକ୍ଷ : ନଗ୍ନ କରିବା


ଅନ୍ୟ ଭାଷାରେ ଅନୁବାଦ :

छल-कपट को ऊपर से ढके हुए अच्छाई के आवरण को हटाना।

चंचला ने कचहरी में अपने ससुराल वालों को सरेआम नंगा कर दिया।
उघाड़ना, उघारना, नंगा करना, नंगियाना

Lay bare.

Denude a forest.
bare, denudate, denude, strip

ଅର୍ଥ : ଶରୀରରୁ ବସ୍ତ୍ର କାଢ଼ିବା

ଉଦାହରଣ : ମାଆଟି ଶିଶୁକୁ ଗାଧୋଇଦେବାପାଇଁ ଲଙ୍ଗଳା କରୁଥିଲା

ସମକକ୍ଷ : ଲଙ୍ଗଳା କରିବା


ଅନ୍ୟ ଭାଷାରେ ଅନୁବାଦ :

शरीर पर से वस्त्र उतारना।

माँ बच्चे को नहलाने के लिए नंगा कर रही है।
उघाड़ना, उघारना, नंगा करना, नंगियाना

Lay bare.

Denude a forest.
bare, denudate, denude, strip

ଅର୍ଥ : ସବୁକିଛି ଛଡ଼ାଇନେବା

ଉଦାହରଣ : ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ

ସମକକ୍ଷ : ଲଙ୍ଗଳା କରିବା


ଅନ୍ୟ ଭାଷାରେ ଅନୁବାଦ :

सब कुछ छीन लेना।

लुटेरों ने राहगीर को नंगा कर दिया।
नंगा करना, नंगियाना