ଅର୍ଥ : କାହାକୁ କିଛି ଜିନିଷ ଉପହାର ରୂପରେ ଦେବା
ଉଦାହରଣ :
ରାମର ଜନ୍ମଦିନରେ ମୋତେ ଗୋଟିଏ ଭଲ ଉପହାର ଦେବାକୁ ପଡ଼ିବ
ସମକକ୍ଷ : ଭେଟି ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को कोई चीज़ उपहार के रूप में देना।
मुझे राम के जन्मदिन पर एक अच्छा उपहार देना है।