ଅର୍ଥ : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
ଉଦାହରଣ :
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
ସମକକ୍ଷ : ଶିକ୍ଷା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି କିଛି କଥା ଶୁଣି ସେହି ଅନୁସାରେ କାମ କରିବା
ଉଦାହରଣ :
ଆମେ ବଡ଼ମାନଙ୍କ ଉପଦେଶ ଅନୁସାରେ ବହୁତ କାମ କରିଥାଉ
ଅନ୍ୟ ଭାଷାରେ ଅନୁବାଦ :
किसी की कोई बात सुनकर उसके अनुसार काम करने की क्रिया।
हम बहुत सारे कार्य बड़ों के आश्रव के द्वारा करते हैं।