ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
ଉଦାହରଣ : ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ ଏହି ରୋଗର ପ୍ରତିକାର କଣ ହେବ?
ସମକକ୍ଷ : ଚିକିତ୍ସା, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
ଅନ୍ୟ ଭାଷାରେ ଅନୁବାଦ :हिन्दी
रोग दूर करने की युक्ति या प्रक्रिया।
ଅର୍ଥ : ଧାର୍ମିକ କ୍ଷେତ୍ରରେ ପୂଜାର ଅଙ୍ଗ ଓ ବିଧାନ
ଉଦାହରଣ : ଆବାହନ,ମଧୁପର୍କ,ନୈବେଦ୍ୟ ପରିକ୍ରମା,ବନ୍ଦନା ଆଦିକୁ ଉପଚାର କୁହାଯାଏ
धार्मिक क्षेत्र में पूजन के अंग और विधान।
ସଂସ୍ଥାପନ କରନ୍ତୁ