ଅର୍ଥ : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ
ଉଦାହରଣ :
ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି
ସମକକ୍ଷ : ଅମ୍ବୁଜ, କମଳ, ନଳୀନ, ନୀରଜ, ପଙ୍କଜ, ପଦ୍ମ, ବାରୀଜ, ଶତଦଳ
ଅନ୍ୟ ଭାଷାରେ ଅନୁବାଦ :
जल में उत्पन्न होने वाला एक पौधा जो अपने सुन्दर फूलों के लिए प्रसिद्ध है।
बच्चे खेल-खेल में सरोवर से कमल उखाड़ रहे हैं।