ଅର୍ଥ : ଆସକ୍ତ ନହେବା ଅବସ୍ଥା ବା ଭାବ
ଉଦାହରଣ :
ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି
ସମକକ୍ଷ : ଅନାସକ୍ତି, ନିର୍ଲିପ୍ତତା, ବୈରାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
आसक्त न होने की अवस्था या भाव।
अनासक्ति के कारण ही लोग वैराग्य धारण कर लेते हैं।