ଅର୍ଥ : ଗୋଟିଏ ଅର୍ଦ୍ଧମାତ୍ରିକ ଛନ୍ଦ
ଉଦାହରଣ :
ଆର୍ଯ୍ୟାର ପ୍ରଥମ ତଥା ତୃତୀୟ ଚରଣରେ ବାର ବାରଟି ଏବଂ ଦ୍ୱିତୀୟ ତଥା ଚତୁର୍ଥରେ ପନ୍ଦର ପନ୍ଦର ମାତ୍ରା ଅଛି
ସମକକ୍ଷ : ଆର୍ଯ୍ୟାଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :
एक अर्द्ध मात्रिक छंद।
आर्या में पहले तथा तीसरे चरण में बारह-बारह और दूसरे तथा चौथे में पंद्रह-पंद्रह मात्राएँ होती हैं।