ଅର୍ଥ : ଯେଉଁ ଚୌକିରେ ହାତ ରଖିବାପାଇଁ ହାତ ଲାଗିଥାଏ ତଥା ଗୋଡ ମଧ୍ୟ ସେହିଭଳି ସୁବିଧାନୁସାରେ ସହଜରେ ଆରାମ କରିହୁଏ
ଉଦାହରଣ :
ଜେଜେ ଆରାମଚୌକି ଉପରେ ବସୁ-ବସୁ ଶୋଇଛନ୍ତି
ସମକକ୍ଷ : ଆରାମଚୌକି
ଅନ୍ୟ ଭାଷାରେ ଅନୁବାଦ :
वह कुर्सी जिसमें हाथ रखने के लिए हत्थे लगे हों तथा पैर भी अपनी सुविधानुसार आसानी से पसारे जा सकें।
दादाजी आरामकुर्सी पर बैठे-बैठे सो रहे हैं।