ଅର୍ଥ : ଯାହାର ଚିତ୍ତ ପ୍ରସନ୍ନ
ଉଦାହରଣ :
ପ୍ରସନ୍ନଚିତ୍ତ ବ୍ୟକ୍ତି ଯେକୌଣସି କାମ ପ୍ରସନ୍ନତା ପୂର୍ବକ କରେ
ସମକକ୍ଷ : ପ୍ରସନ୍ନଚିତ୍ତ, ପ୍ରସନ୍ନମନା, ସଦାନନ୍ଦ
ଅନ୍ୟ ଭାଷାରେ ଅନୁବାଦ :
जिसका चित्त प्रसन्न हो।
प्रसन्नचित्त व्यक्ति कोई भी कार्य प्रसन्नतापूर्वक करता है।