ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଟଲାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଟଲାସ   ବିଶେଷ୍ୟ

ଅର୍ଥ : ପୁସ୍ତକ ଆକାରରେ ମାନଚିତ୍ରର ସଂଗ୍ରହ

ଉଦାହରଣ : ସୀମା ଆଟଲାସରେ ଦେଶଗୁଡ଼ିକର ଅବସ୍ଥିତି ବିଷୟରେ ଦେଖୁଛି


ଅନ୍ୟ ଭାଷାରେ ଅନୁବାଦ :

पुस्तिका के रूप में मानचित्रों का संग्रह।

सीमा एटलस में देशों की स्थिति देख रही है।
अ‍टलस, एटलस, मानचित्रावली

A collection of maps in book form.

atlas, book of maps, map collection

ଅର୍ଥ : ଉତ୍ତର ଆଫ୍ରିକାର ଏକ ପର୍ବତ

ଉଦାହରଣ : ବଡ଼ବଡ଼ ପର୍ବତଗୁଡ଼ିକ ମଧ୍ୟରେ ଆଟଲାସ ପର୍ବତକୁ ଗଣାଯାଏ

ସମକକ୍ଷ : ଆଟଲାସ ପର୍ବତ


ଅନ୍ୟ ଭାଷାରେ ଅନୁବାଦ :

उत्तरी अफ्रीका का एक पर्वत।

एटलस की गणना बड़े पर्वतों में होती है।
एटलस, एटलस पर्वत

A mountain range in northern Africa between the Mediterranean and the Sahara Desert. Extends from southwestern Morocco to northern Tunisia.

atlas mountains