ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା
ଉଦାହରଣ : ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା
ସମକକ୍ଷ : ହୁରୁଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
जानवरों को चलाने या हटाने के लिए आगे बढ़ाना या इधर-उधर करना।
ଅର୍ଥ : ଗାଡ଼ି, ରଥ ଆଦି ଚଲେଇବା
ଉଦାହରଣ : ଖତ ଲଦିବା କ୍ଷଣି ଶଗଡ଼ିଆ ବଳଦଙ୍କୁ ଅଡ଼େଇଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
गाड़ी,रथ आदि चलाना।
Operate or control a vehicle.
ଅର୍ଥ : ପଶୁଙ୍କୁ ହଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ମାଲିକ ଖେତରେ ଚରୁଥିବା ମଇଁଷିକୁ ମଙ୍ଗରୁଦ୍ୱାରା ଅଡ଼େଇଲେ
ସମକକ୍ଷ : ହଟେଇବା, ହୁରୁଡ଼େଇବା
हाँकने का काम दूसरे से कराना।
ସଂସ୍ଥାପନ କରନ୍ତୁ