ଅର୍ଥ : ଧନୁ ଚାଳନା ବିଦ୍ୟାର ଆଲୋଚନା ହୋଇଥିବା ଯଜୁର୍ବେଦର ଏକ ଉପବେଦ
ଉଦାହରଣ :
ଦ୍ରୋଣାଚାର୍ଯ୍ୟ, ପରଶୁରାମଆଦି ଧନୁର୍ବେଦର ପଣ୍ଡିତ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
यजुर्वेद का उपवेद जिसमें धनुष चलाने की विद्या का विवेचन है।
द्रोणाचार्य, परशुराम आदि धनुर्वेद के पंडित थे।