ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାରତା   ବିଶେଷ୍ୟ

ଅର୍ଥ : ତୁଚ୍ଛ ବା ନଗନ୍ୟ ହେବାର ଭାବ ବା ଅବସ୍ଥା

ଉଦାହରଣ : ଆମକୁ କୌଣସି କଥାପାଇଁ ତୁଚ୍ଛତା ଅନୁଭବ କରିବା ଅନୁଚିତ୍‌

ସମକକ୍ଷ : ତୁଚ୍ଛତା, ନଗନ୍ୟତା, ହୀନତା


ଅନ୍ୟ ଭାଷାରେ ଅନୁବାଦ :

तुच्छ या नगण्य होने की अवस्था या भाव।

हमें किसी बात के लिए तुच्छता नहीं महसूस करनी चाहिए।
अकिंचनता, असारता, तुच्छता, नगण्यता, हलकापन, हल्कापन, हीनता

The state of being inferior.

inferiority, lower rank, lower status

ଅର୍ଥ : ନିସାର ହେବାର ଅବସ୍ଥା ବା ଭାବ

ଉଦାହରଣ : ଜୀବନର ଅସାରତାରୁ ଦୁଃଖୀ ହୋଇ ସେ ଆତ୍ମହତ୍ୟାକଲା


ଅନ୍ୟ ଭାଷାରେ ଅନୁବାଦ :

निस्सार होने की अवस्था या भाव।

जीवन की निस्सारता से तंग आकर उसने आत्महत्या कर ली।
असारता, खोखलापन, तत्वशून्यता, थोथापन, निःसारता, निसारता, निस्तत्वता, निस्सारता, साररहितता, सारहीनता

Uselessness as a consequence of having no practical result.

futility