ଅର୍ଥ : ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଯାହାଙ୍କୁ ଅମର ବୋଲି ବିଚାର କରାଯାଏ
ଉଦାହରଣ :
ଅଶ୍ୱତ୍ଥାମାଙ୍କ ମୃତ୍ୟୁ ଖବର ଶୁଣି ଦ୍ରୋଣ ନିଜର ଅସ୍ତ୍ର-ଶସ୍ତ୍ର ତ୍ୟାଗ କରିଦେଲେ
ସମକକ୍ଷ : କୃପୀସୁତ, ଦ୍ରୋଣପୁତ୍ର, ଦ୍ରୋଣୀ
ଅନ୍ୟ ଭାଷାରେ ଅନୁବାଦ :
द्रोणाचार्य का पुत्र जो अमर माना जाता है।
अश्वत्थामा की मृत्यु का समाचार सुनकर द्रोण ने अपने अस्त्र-शस्त्र त्याग दिये।An imaginary being of myth or fable.
mythical being