ଅର୍ଥ : ଯେଉଁ କମ ବୟସର ଝିଅର ବିବାହ ହୋଇଯାଇଛି
ଉଦାହରଣ :
ସେହି ଅପ୍ରୌଢ଼ାକୁ ଦେଖିଲେ ଦୟା ଆସେ
ସମକକ୍ଷ : ଅପ୍ରୌଢ଼ା, ଅଳ୍ପବୟସ୍କା
ଅନ୍ୟ ଭାଷାରେ ଅନୁବାଦ :
वह कम उम्र की लड़की जिसका विवाह हो गया हो पर जो अभी रजस्वला न हुई हो।
उस अप्रौढ़ा को देखकर दया आती है।