ଅର୍ଥ : ଯେଉଁ ଅଳଙ୍କାରରେ ଅର୍ଥଗତ ଚମତ୍କାରିତା ଅଛି
ଉଦାହରଣ :
କେଶବ ଦାସଙ୍କ ରଚନାଗୁଡ଼ିକରେ ଅର୍ଥାଳଙ୍କାରର ସୁନ୍ଦର ଉଦାହରଣ ମିଳେ
ଅନ୍ୟ ଭାଷାରେ ଅନୁବାଦ :
वह अलंकार जिसमें अर्थ-संबंधी चमत्कार हो।
केशवदास की रचनाओं में अर्थालंकार के अच्छे उदाहरण मिलते हैं।