ଅର୍ଥ : ନାଲି ପଡ଼ିଯାଇଥିବା
ଉଦାହରଣ :
ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାଲ କରାଯାଇଥିବା
ଉଦାହରଣ :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
ସମକକ୍ଷ : ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
ଅନ୍ୟ ଭାଷାରେ ଅନୁବାଦ :