ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅମ୍ଳ ସମ୍ବନ୍ଧୀୟ
ଉଦାହରଣ : ଲେମ୍ବୁ ରସରେ ଅମ୍ଳୀୟ ଗୁଣ ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अम्ल का या अम्ल संबंधी।
Having the characteristics of an acid.
ଅର୍ଥ : କଞ୍ଚା ଆମ୍ବ, ତେନ୍ତୁଳିଆଦିର ସ୍ୱାଦ
ଉଦାହରଣ : ଖଟା ଫଳଗୁଡ଼ିକରେ ଭିଟାମିନ ସି’ର ମାତ୍ରା ଅଧିକ
ସମକକ୍ଷ : ଆମ୍ବିଳିଆ, ଖଟା
कच्चे आम, इमली, आदि के स्वाद का।
One of the four basic taste sensations. Like the taste of vinegar or lemons.
ସଂସ୍ଥାପନ କରନ୍ତୁ