ଅର୍ଥ : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ
ଉଦାହରଣ :
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
ସମକକ୍ଷ : ଅମୃତଲୋକ, ଦେବଲୋକ, ସ୍ୱର୍ଗ, ସ୍ୱର୍ଗ ଲୋକ
ଅନ୍ୟ ଭାଷାରେ ଅନୁବାଦ :
हिंदुओं के अनुसार सात लोकों में से वह जिसमें पुण्य और सत्कर्म करने वालों की आत्माएँ जाकर निवास करती हैं।
मनुष्य के अच्छे कर्म उसे स्वर्ग ले जाते हैं।(Christianity) the abode of righteous souls after death.
paradiseଅର୍ଥ : ମହାରାଷ୍ଟ୍ରର ଏକ ଜିଲ୍ଲା
ଉଦାହରଣ :
ଅମରାବତୀ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଅମରାବତୀରେ ଅବସ୍ଥିତ
ସମକକ୍ଷ : ଅମରାବତୀ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के महाराष्ट्र प्रांत का एक जिला।
अमरावती जिले का मुख्यालय अमरावती में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ମହାରାଷ୍ଟ୍ରର ଏକ ସହର
ଉଦାହରଣ :
ଅମରାବତୀ ଅକୋଲା ନିକଟରେ ଅଛି
ସମକକ୍ଷ : ଅମରାବତୀ ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ରହ୍ମ ଦେଶ ବା ପ୍ରାଚୀନ ବର୍ମାର ରାଜଧାନୀ
ଉଦାହରଣ :
ସେମାନେ ଅମରାବତୀରେ ରହୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
The capital city of a nation.
national capitalଅର୍ଥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି
ଉଦାହରଣ :
ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର
ସମକକ୍ଷ : ଅମରପୁରୀ, ଇନ୍ଦ୍ରପୁରୀ, ଇନ୍ଦ୍ରଲୋକ, ସ୍ୱର୍ଗ
ଅନ୍ୟ ଭାଷାରେ ଅନୁବାଦ :
इन्द्र का लोक या वह स्थान जहाँ इन्द्र निवास करते हैं।
इन्द्रलोक के अधिपति इन्द्र हैं।