ଅର୍ଥ : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି
ଉଦାହରଣ :
ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
A defendant in a criminal proceeding.
accusedଅର୍ଥ : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
ଉଦାହରଣ :
ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
ସମକକ୍ଷ : ଦୋଷୀ
ଅନ୍ୟ ଭାଷାରେ ଅନୁବାଦ :
न्यायालय में जिसका दोषी होना सिद्ध हो गया हो।
सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।ଅର୍ଥ : ଅଭିଯୋଗ କରିବା ଯୋଗ୍ୟ ବା ଯାହା ଉପରେ ଅଭିଯୋଗ କରାଯାଇପାରେ
ଉଦାହରଣ :
ଏହା ଅଭିଯୁକ୍ତ କାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :